ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦବିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦବିଯିବା   କ୍ରିୟାପଦ

ଅର୍ଥ : ଫଳଗୁଡ଼ିକ ଆଦିର ଶଢ଼ିବା ପ୍ରକ୍ରିୟା ବା ମିଳେଇ ଯିବା ଆରମ୍ଭ ହେବା

ଉଦାହରଣ : ପେଟିରେ ରଖାଯାଇଥିବା ଫଳ ଦବି ଗଲାଣି

ସମକକ୍ଷ : ପଚିଯିବା, ଶଢ଼ିଯିବା

फलों आदि का सड़ना या गलना प्रारंभ होना।

पिटारे में रखे फल लग गए हैं।
लगना

Become unfit for consumption or use.

The meat must be eaten before it spoils.
go bad, spoil

ଅର୍ଥ : କଥାବାର୍ତ୍ତା ବା ଝଗଡ଼ା ଆଦିରେ ଧୀମେଇ ଯିବା

ଉଦାହରଣ : ବଡ଼ ଭାଇଙ୍କ ଆଗରେ ସେ ସଦାବେଳେ ଦବିଯାଏ

ସମକକ୍ଷ : ଦବିବା, ଧୀମେଇବା

बातचीत या झगड़े आदि में धीमा पड़ना।

बड़े भाई के आगे वह हमेशा दबता है।
दबना