ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକପଇସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକପଇସା   ବିଶେଷ୍ୟ

ଅର୍ଥ : ଯେଉଁ ତମ୍ବାମୁଦ୍ରାଟି ଏକଅଣାର ଚାରିଭାଗରୁ ଭାଗେ

ଉଦାହରଣ : ଆଜିକାଲି ଏକପଇସା ଚଳୁନାହିଁ

ताँबे का एक प्रसिद्ध सिक्का जो एक आने का चौथा भाग होता था।

आजकल पैसा नहीं चलता।
पैसा

A fractional monetary unit in Bangladesh and India and Nepal and Pakistan.

paisa

ଅର୍ଥ : ଟଙ୍କାର ଏକଶତ ଭାଗର ନିକେଲ ମୁଦ୍ରା

ଉଦାହରଣ : ଏବେ ପଇସାର ପ୍ରଚଳନ ବନ୍ଦ ହୋଇଗଲାଣି

ସମକକ୍ଷ : ପଇସା

ताँबे, निकिल आदि का सिक्का जो रुपए का सौवाँ भाग होता था।

अब पैसे का प्रचलन समाप्त हो गया है।
पैसा

A fractional monetary unit in Bangladesh and India and Nepal and Pakistan.

paisa