ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁଖା   ବିଶେଷ୍ୟ

ଅର୍ଥ : କାଠ ବା ଧାତୁର ଏକ ଆଧାର ଯାହାଉପରେ ଦୀପ ରଖି ଜଳାହୁଏ

ଉଦାହରଣ : ସୀତା ଦୀପ ଜାଳି ରୁଖାଉପରେ ରଖିଦେଲା

ସମକକ୍ଷ : ଦୀପରୁଖା, ଦୀପାଧାର

लकड़ी या धातु का वह आधार जिसपर रखकर दीया जलाते हैं।

सीता ने दीया जलाकर दीयट पर रख दिया।
अश्मंतक, अश्मन्तक, चिरागदान, दीअट, दीपाधार, दीयट, दीवट, दीवाधार, पीलसोज, पीलसोट

ରୁଖା   ବିଶେଷଣ

ଅର୍ଥ : ଯେଉଁଥିରେ ତେଲ, ଘିଅ ଆଦି ଚିକଣିଆ ପଦାର୍ଥ ମିଶିନାହିଁ ବା ପଡ଼ିନାହିଁ

ଉଦାହରଣ : କୃଷକଟି ଖୁସିରେ ନୁଖୁରା ରୁଟି ଓ ଚଟଣି ଖାଉଛି

ସମକକ୍ଷ : ନୁଖୁରା

जिसमें तेल, घी आदि चिकनी वस्तु न मिली हो या पड़ी हो।

किसान प्रसन्नतापूर्वक रूखी रोटी और चटनी खा रहा है।
अस्निग्ध, रुक्ष, रूख, रूखड़ा, रूखरा, रूखा, रूखा सूखा, रूखा-सूखा

(of food) eaten without a spread or sauce or other garnish.

Dry toast.
Dry meat.
dry