ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିୟୋଜିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିୟୋଜିତ   ବିଶେଷଣ

ଅର୍ଥ : ଯାହାଙ୍କର କୌଣସି କାର୍ଯ୍ୟ, ସ୍ଥାନ ବା ପଦରେ ନିଯୁକ୍ତି ହୋଇଛି ବା ଯାହାଙ୍କୁ କୌଣସି କାମରେ ଲଗାଯାଇଛି

ଉଦାହରଣ : ପିଲାମାନଙ୍କ ଦେଖାଶୁଣା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି ଛୁଟିରେ ଅଛି

ସମକକ୍ଷ : ନିଯୁକ୍ତ, ମୁକରିର

जिसकी किसी कार्य, स्थान या पद पर नियुक्ति हुई हो या किसी काम पर लगाया हुआ।

बच्चों की देखभाल करने के लिए नियुक्त व्यक्ति छुट्टी पर है।
अवहित, आयुक्त, तैनात, नियुक्त, नियोजित, प्रवृत्त, मुकर्रर

Appointed to a post or duty.

Assigned personnel.
Assigned duties.
assigned

ଅର୍ଥ : ବେତନ ବା ମଜୁରିରେ କୌଣସି କାମରେ ଲାଗିଥିବା

ଉଦାହରଣ : ନିଯୁକ୍ତ କର୍ମଚାରୀମାନଙ୍କୁ କେତେ ମାସ ହେଲା ବେତନ ମିଳୁନାହିଁ

ସମକକ୍ଷ : ଅଧିନିଯୁକ୍ତ, ନିଯୁକ୍ତ

वेतन या मज़दूरी पर किसी काम में लगा हुआ।

अधियुक्त कर्मचारियों को कई महीने से वेतन नहीं मिला है।
अधियुक्त

ଅର୍ଥ : ଯାହାର ଯୋଜନା କରାଯାଇଛି

ଉଦାହରଣ : ଯୋଜିତ କାର୍ଯ୍ୟକୁ ଠିକ୍ ସମୟରେ ସମ୍ପନ୍ନ କରିବା ଦରକାର

ସମକକ୍ଷ : ପରିକଳ୍ପିତ, ଯୋଜିତ

जिसकी योजना की गई हो।

सही समय पर योजित कार्य को सम्पन्न कर देना चाहिए।
नियोजित, योजित

Designed or carried out according to a plan.

The planned outlays for new equipment.
planned