ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁକରିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁକରିର   ବିଶେଷଣ

ଅର୍ଥ : ଯାହାଙ୍କର କୌଣସି କାର୍ଯ୍ୟ, ସ୍ଥାନ ବା ପଦରେ ନିଯୁକ୍ତି ହୋଇଛି ବା ଯାହାଙ୍କୁ କୌଣସି କାମରେ ଲଗାଯାଇଛି

ଉଦାହରଣ : ପିଲାମାନଙ୍କ ଦେଖାଶୁଣା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି ଛୁଟିରେ ଅଛି

ସମକକ୍ଷ : ନିଯୁକ୍ତ, ନିୟୋଜିତ

जिसकी किसी कार्य, स्थान या पद पर नियुक्ति हुई हो या किसी काम पर लगाया हुआ।

बच्चों की देखभाल करने के लिए नियुक्त व्यक्ति छुट्टी पर है।
अवहित, आयुक्त, तैनात, नियुक्त, नियोजित, प्रवृत्त, मुकर्रर

Appointed to a post or duty.

Assigned personnel.
Assigned duties.
assigned