ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଦ୍ଧାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଦ୍ଧାରଣ   ବିଶେଷ୍ୟ

ଅର୍ଥ : ଯେଉଁ ଧାରଣା ବା ଜ୍ଞାନ ଦ୍ୱାରା ମନରେ କିଛି ଭ୍ରମ ବା ଦ୍ୱିଧା ରହେ ନାହିଁ

ଉଦାହରଣ : ଈଶ୍ୱରଙ୍କ ଅସ୍ତିତ୍ୱ ନିର୍ଣ୍ଣୟ କରିବା ବଡ କଷ୍ଟକର କଥା

ସମକକ୍ଷ : ନିର୍ଣ୍ଣୟ, ନିଶ୍ଚୟ

ऐसी धारणा या ज्ञान जिसमें कोई भ्रम या दुविधा न हो।

ईश्वर के अस्तित्व का निश्चय कर पाना मुश्किल है।
अनुसमर्थन, दृढ़ीकरण, निश्चय

A position or opinion or judgment reached after consideration.

A decision unfavorable to the opposition.
His conclusion took the evidence into account.
Satisfied with the panel's determination.
conclusion, decision, determination

ଅର୍ଥ : କୌଣସି କଥାକୁ ସ୍ଥିର ବା ନିଶ୍ଚିତ କରିବାର ପ୍ରକ୍ରିୟା

ଉଦାହରଣ : ଡିସେମ୍ବର ଚଉଦରେ କବି ସମ୍ମିଳନୀ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା

ସମକକ୍ଷ : ଅବଧାରଣ, ବ୍ୟବସ୍ଥାପନ

कोई बात आदि ठहराने या निश्चित करने की क्रिया।

चौदह सितम्बर को कवि सम्मेलन का निर्धारण किया गया था।
अवधारण, निर्धारण, व्यवस्थापन

The act of making up your mind about something.

The burden of decision was his.
He drew his conclusions quickly.
conclusion, decision, determination