ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟବସ୍ଥାପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟବସ୍ଥାପନ   ବିଶେଷ୍ୟ

ଅର୍ଥ : କୌଣସି କଥାକୁ ସ୍ଥିର ବା ନିଶ୍ଚିତ କରିବାର ପ୍ରକ୍ରିୟା

ଉଦାହରଣ : ଡିସେମ୍ବର ଚଉଦରେ କବି ସମ୍ମିଳନୀ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା

ସମକକ୍ଷ : ଅବଧାରଣ, ନିର୍ଦ୍ଧାରଣ

कोई बात आदि ठहराने या निश्चित करने की क्रिया।

चौदह सितम्बर को कवि सम्मेलन का निर्धारण किया गया था।
अवधारण, निर्धारण, व्यवस्थापन

The act of making up your mind about something.

The burden of decision was his.
He drew his conclusions quickly.
conclusion, decision, determination

ଅର୍ଥ : ବ୍ୟବସ୍ଥା କରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ପ୍ରତ୍ୟେକ କାମର ବ୍ୟବସ୍ଥାପନ ଠିକ ହେବା ଦରକାର

ସମକକ୍ଷ : ପ୍ରବନ୍ଧନ

व्यवस्था करने की क्रिया या भाव।

हर काम का व्यवस्थापन ठीक होना चाहिए।
एडमिनिस्ट्रेशन, प्रबंधन, व्यवस्थापन