ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଧାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଧାରଣ   ବିଶେଷ୍ୟ

ଅର୍ଥ : ଉଚିତ କିମ୍ବା ଅନୁଚିତ ଇତ୍ୟାଦିକୁ ବିଚାରକରି ଏହା ନିର୍ଣ୍ଣୟ କରିବା କ୍ରିୟା ଯେ ଏହା ଠିକ ଅଥବା ଏଭଳି ହେବା ଉଚିତ

ଉଦାହରଣ : ସେ ଘରୁ ଅଲଗା ରହିବାପାଇଁ ନିର୍ଣ୍ଣୟ ନେଲା

ସମକକ୍ଷ : ଅବସ୍ଥାପନ, ନିର୍ଣ୍ଣୟ, ନିଶ୍ଚୟ

औचित्य और अनौचित्य आदि का विचार करके यह निश्चय करने की क्रिया कि यह ठीक है अथवा ऐसा होना चाहिए।

उसका घर से अलग रहने का निर्णय ठीक नहीं था।
अवधार, अवधारण, अवस्थापन, तजवीज, तजवीज़, निर्णय, निश्चय, फ़ैसला, फैसला

The act of making up your mind about something.

The burden of decision was his.
He drew his conclusions quickly.
conclusion, decision, determination

ଅର୍ଥ : କୌଣସି କଥାକୁ ସ୍ଥିର ବା ନିଶ୍ଚିତ କରିବାର ପ୍ରକ୍ରିୟା

ଉଦାହରଣ : ଡିସେମ୍ବର ଚଉଦରେ କବି ସମ୍ମିଳନୀ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା

ସମକକ୍ଷ : ନିର୍ଦ୍ଧାରଣ, ବ୍ୟବସ୍ଥାପନ

कोई बात आदि ठहराने या निश्चित करने की क्रिया।

चौदह सितम्बर को कवि सम्मेलन का निर्धारण किया गया था।
अवधारण, निर्धारण, व्यवस्थापन

The act of making up your mind about something.

The burden of decision was his.
He drew his conclusions quickly.
conclusion, decision, determination