ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ଉଦାହରଣ : ନିଆଁରେ ତା’ର କୁଡ଼ିଆଟି ଜଳି ଅଙ୍ଗାର ହୋଇଗଲା
ସମକକ୍ଷ : ଅଗ୍ନି, ଅନଳ, ପାବକ
जलती हुई लकड़ी, कोयला या इसी प्रकार की और कोई वस्तु या उस वस्तु के जलने पर अंगारे या लपट के रूप में दिखाई देने वाला प्रकाशयुक्त ताप।
The process of combustion of inflammable materials producing heat and light and (often) smoke.
ସଂସ୍ଥାପନ କରନ୍ତୁ