ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଭୀଷଣର ମନ୍ତ୍ରୀ
ଉଦାହରଣ : ଅନଳ ଅତି ଚତୁର ଥିଲା
विभीषण का मंत्री।
An imaginary being of myth or fable.
ଅର୍ଥ : ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ଉଦାହରଣ : ନିଆଁରେ ତା’ର କୁଡ଼ିଆଟି ଜଳି ଅଙ୍ଗାର ହୋଇଗଲା
ସମକକ୍ଷ : ଅଗ୍ନି, ନିଆଁ, ପାବକ
जलती हुई लकड़ी, कोयला या इसी प्रकार की और कोई वस्तु या उस वस्तु के जलने पर अंगारे या लपट के रूप में दिखाई देने वाला प्रकाशयुक्त ताप।
The process of combustion of inflammable materials producing heat and light and (often) smoke.
ଅର୍ଥ : ମାଳୀ ରାକ୍ଷସର ଚାରି ପୁତ୍ରମାନଙ୍କ ମଧ୍ୟରୁ ଜଣେ
ଉଦାହରଣ : ପୁରାଣରେ ଅନଳର ବର୍ଣ୍ଣନା ମିଳେ
माली राक्षस के चार पुत्रों में से एक।
ସଂସ୍ଥାପନ କରନ୍ତୁ