ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଡ଼ିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଡ଼ିଯିବା   କ୍ରିୟାପଦ

ଅର୍ଥ : ପାଣିରେ ପୂର୍ଣ୍ଣ ହୋଇଯିବା

ଉଦାହରଣ : ଗୋଟିଏ ଦିନ ବର୍ଷାରେ ସାରା ଗାଁ ବୁଡ଼ିଗଲା

पानी से भर देना।

एक ही दिन की वर्षा ने गाँव के गाँव डुबो दिए।
डुबाना, डुबोना

Cover with liquid, usually water.

The swollen river flooded the village.
The broken vein had flooded blood in her eyes.
flood

ଅର୍ଥ : ପାଣି ବା ଅନ୍ୟ କୌଣସି ତରଳ ପଦାର୍ଥରେ ପୂରିଥିବା ଜିନିଷ

ଉଦାହରଣ : ତୋଫାନ୍‌ କାରଣରୁ ଜାହାଜ ପାଣିରେ ବୁଡ଼ିଗଲା

ସମକକ୍ଷ : ଡୁବିଯିବା

पानी या और किसी तरल पदार्थ में पूरा समाना।

तूफ़ान के कारण ही जहाज़ पानी में डूबा।
डूबना, बूड़ना

Go under.

The raft sank and its occupants drowned.
go down, go under, settle, sink

ଅର୍ଥ : କୌଣସି ବସ୍ତୁ, କାମ ଇତ୍ୟାଦି ନଷ୍ଟ ହୋଇଯିବା

ଉଦାହରଣ : ତାର ପୂରା ଧନ୍ଦା ବୁଡ଼ିଗଲା

ସମକକ୍ଷ : ନଷ୍ଟ ହେବା

कोई वस्तु, कार्य आदि का नष्ट हो जाना।

उसका पूरा धंधा डूब गया।
उलटना, चला जाना, चौपट होना, डूबना, नष्ट होना, बरबाद होना, बर्बाद होना, बहना, बिलाना, बैठना, लुटिया डूबना

Grow worse.

Her condition deteriorated.
Conditions in the slums degenerated.
The discussion devolved into a shouting match.
degenerate, deteriorate, devolve, drop