ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନମନୀୟ ହେବାର ପ୍ରକ୍ରିୟା
ଉଦାହରଣ : ନମନୀୟତା କାରଣରୁ ଛଡ଼ ବଙ୍କା ହୋଇଗଲା
ସମକକ୍ଷ : ନମନୀୟତା
लचकने की क्रिया या भाव।
Movement that causes the formation of a curve.
ଅର୍ଥ : ବିନମ୍ର ହେବାର ଅବସ୍ଥା ବା ଭାବ
ଉଦାହରଣ : ସେ ଶ୍ରେଣୀରେ ତାର ବିନମ୍ରତାପାଇଁ ହିଁ ଜଣାଶୁଣା
ସମକକ୍ଷ : ନିରୀହତା, ବିନମ୍ରତା
दब्बू होने की अवस्था या भाव।
The feeling of patient, submissive humbleness.
ଅର୍ଥ : ଯେଉଁ ଗୁଣଯୋଗୁଁ କୌଣସି ବସ୍ତୁ ନମନୀୟ
ଉଦାହରଣ : ଗଛର ପତଳା ଡାଳରେ ନମନୀୟତା ଥାଏ
वह गुण जिसके कारण कोई वस्तु लचकती है।
The tendency of a body to return to its original shape after it has been stretched or compressed.
ଅର୍ଥ : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
ଉଦାହରଣ : ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
ସମକକ୍ଷ : କୋମଳତା, ନରମ ସ୍ୱଭାବ, ସୁକୁମାରତା
सुकुमार या नाजुक होने की अवस्था या भाव।
The quality of being beautiful and delicate in appearance.
ଅର୍ଥ : ବିନୟ ଭାବଥିବା ବ୍ୟବହାର
ଉଦାହରଣ : ଅଧିକାରୀ ଜଣକ ନମ୍ରତା ଦେଖାଇଲେ ଓ ଆମକଥା ଧ୍ୟାନପୂର୍ବକ ଶୁଣିଲେ
ସମକକ୍ଷ : କୋମଳତା, ବିନମ୍ରତା, ବିନୟିତା
वह व्यवहार जिसमें विनय का भाव हो।
ଅର୍ଥ : କୋମଳ ହେବାର ଅବସ୍ଥା ବା ଭାବ
ଉଦାହରଣ : ବାଣୀର କୋମଳତା ସମସ୍ତଙ୍କୁ ଭଲ ଲାଗେ ଫୁଲର କୋମଳତା ସଭିଙ୍କୁ ରୁଚେ
ସମକକ୍ଷ : କୋମଳତା, ମୃଦୁଳତା, ସୁକୁମାରତା
कोमल होने की अवस्था या भाव।
A visual property that is subdued and free from brilliance or glare.
ସଂସ୍ଥାପନ କରନ୍ତୁ