ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁକୁମାରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁକୁମାରତା   ବିଶେଷ୍ୟ

ଅର୍ଥ : ସୁକୁମାର ବା ନମ୍ର ଅବସ୍ଥା ବା ଭାବ

ଉଦାହରଣ : ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା

ସମକକ୍ଷ : କୋମଳତା, ନମ୍ରତା, ନରମ ସ୍ୱଭାବ

सुकुमार या नाजुक होने की अवस्था या भाव।

राम,लक्ष्मण और सीता की सुकुमारता देख वनवासियों को उन पर दया आती थी।
कोमलता, कोमलताई, कोमलाई, नज़ाक़त, नजाकत, नाज़ुकता, नाजुकता, सुकुमारता

The quality of being beautiful and delicate in appearance.

The daintiness of her touch.
The fineness of her features.
daintiness, delicacy, fineness

ଅର୍ଥ : କୋମଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ବାଣୀର କୋମଳତା ସମସ୍ତଙ୍କୁ ଭଲ ଲାଗେ ଫୁଲର କୋମଳତା ସଭିଙ୍କୁ ରୁଚେ

ସମକକ୍ଷ : କୋମଳତା, ନମ୍ରତା, ମୃଦୁଳତା

कोमल होने की अवस्था या भाव।

वाणी की कोमलता सभी को अच्छी लगती है।
कोमलता, कोमलताई, नरमाई, नरमाहट, नरमी, नरमीयत, नर्माहट, नर्मी, मुलायमियत, मृदुता, मृदुलता, स्नेह

A visual property that is subdued and free from brilliance or glare.

The softness of the morning sky.
softness