ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନମନୀୟ ହେବାର ପ୍ରକ୍ରିୟା
ଉଦାହରଣ : ନମନୀୟତା କାରଣରୁ ଛଡ଼ ବଙ୍କା ହୋଇଗଲା
ସମକକ୍ଷ : ନମ୍ରତା
लचकने की क्रिया या भाव।
Movement that causes the formation of a curve.
ଅର୍ଥ : ଶକ୍ତ ନହେବାର ଅବସ୍ଥା
ଉଦାହରଣ : ଭାରତରେ ଆର୍ଥିକ ଗତିବିଧିରେ କୋହଳତାର ସମ୍ପର୍କ ଦେଖାଯାଉଛି
ସମକକ୍ଷ : କୋହଳତା, ନରମତା
सख़्त न होने की अवस्था।
ଅର୍ଥ : ଯେଉଁ ବିଶେଷ ଗୁଣଯୋଗୁଁ ଧାତୁଆଦିଗୁଡ଼ିକର ତାରକୁ ଟାଣିହୁଏ
ଉଦାହରଣ : ସୁନା,ରୁପାର ନମନୀୟତା ଅତ୍ୟଧିକ ହୋଇଥାଏ
धातुओं आदि का वह गुण विशेष जिसके कारण उनके तार खींचे जाते हैं।
The physical condition of being stretched or strained.
ଅର୍ଥ : ଯେଉଁ ଗୁଣଯୋଗୁଁ କୌଣସି ବସ୍ତୁ ନମନୀୟ
ଉଦାହରଣ : ଗଛର ପତଳା ଡାଳରେ ନମନୀୟତା ଥାଏ
वह गुण जिसके कारण कोई वस्तु लचकती है।
The tendency of a body to return to its original shape after it has been stretched or compressed.
ସଂସ୍ଥାପନ କରନ୍ତୁ