ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନମ୍ରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନମ୍ରତା   ବିଶେଷ୍ୟ

ଅର୍ଥ : ବିନମ୍ର ହେବାର ଅବସ୍ଥା ବା ଭାବ

ଉଦାହରଣ : ସେ ଶ୍ରେଣୀରେ ତାର ବିନମ୍ରତାପାଇଁ ହିଁ ଜଣାଶୁଣା

ସମକକ୍ଷ : ନମ୍ରତା, ନିରୀହତା

दब्बू होने की अवस्था या भाव।

वह कक्षा में अपने दब्बूपन के कारण ही जाना जाता है।
दब्बूपन

The feeling of patient, submissive humbleness.

meekness, submission

ଅର୍ଥ : ଭଲ ସ୍ୱଭାବ ଓ ଆଚରଣର ଭାବ

ଉଦାହରଣ : ସୁଶୀଳତା ସ୍ତ୍ରୀ ଲୋକମାନଙ୍କର ଅଳଙ୍କାର

ସମକକ୍ଷ : ବିନମ୍ରଭାବ, ସୁଶୀଳତା

अच्छा स्वभाव और आचरण होने का भाव।

सुशीलता औरतों का गहना होती है।
विनीतता, सुशीलता, सौम्यता

Acting in a manner that is gentle and mild and even-tempered.

His fingers have learned gentleness.
Suddenly her gigantic power melted into softness for the baby.
Even in the pulpit there are moments when mildness of manner is not enough.
gentleness, mildness, softness

ଅର୍ଥ : ବିନୟ ଭାବଥିବା ବ୍ୟବହାର

ଉଦାହରଣ : ଅଧିକାରୀ ଜଣକ ନମ୍ରତା ଦେଖାଇଲେ ଓ ଆମକଥା ଧ୍ୟାନପୂର୍ବକ ଶୁଣିଲେ

ସମକକ୍ଷ : କୋମଳତା, ନମ୍ରତା, ବିନୟିତା‌

वह व्यवहार जिसमें विनय का भाव हो।

अधिकारी ने नम्रता दिखाई और हमारी बात ध्यान से सुनी।
अनुनीति, अवनति, आजिज़ी, आजिजी, कोमलता, नम्रता, नरमाई, नरमाहट, नरमी, नर्माहट, नर्मी, विनम्रता, विनय, विनीति, व्रीड़न, व्रीड़ा, व्रीडा