ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମଘଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମଘଟ   ବିଶେଷ୍ୟ

ଅର୍ଥ : କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍‌ ଧରି ବସିବାର କ୍ରିୟା

ଉଦାହରଣ : ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ

ସମକକ୍ଷ : ଧାରଣା

किसी से अपनी कोई माँग पूरी कराने या उसे कोई अनुचित काम करने से रोकने के लिए उसके पास या द्वार पर अड़कर बैठने की क्रिया।

धरना का आयोजन राष्ट्रव्यापी भ्रष्टाचार के विरोध में किया गया था।
पुलिस हिरासत में हुई मौत की जाँच कराने के लिए लोगों ने थाने पर धरना दिया।
धरना

A strike in which workers refuse to leave the workplace until a settlement is reached.

sit-down, sit-down strike

ଅର୍ଥ : ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା

ଉଦାହରଣ : ପରିବହନ ଉପରେ ହରତାଳର କୌଣସି ପ୍ରଭାବ ପଡ଼ିଲାନାହିଁ ଠିକ୍‌ସମୟରେ ଦରମା ନ ମିଳିବାରୁ କର୍ମଚାରୀମାନେ ହରତାଳ କରିଦେଲେ

ସମକକ୍ଷ : ହରତାଳ

दुख, विरोध या असंतोष प्रकट करने के लिए कल-कारखानों, कार्यालयों आदि के कर्मचारियों या जन-साधारण का कारोबार, दुकानें आदि बंद कर देने की क्रिया।

परिवहन पर हड़ताल का कोई असर नहीं पड़ा।
समय पर वेतन न मिलने के कारण कर्मचारियों ने हड़ताल कर दी।
बंद, बन्द, हड़ताल

A group's refusal to work in protest against low pay or bad work conditions.

The strike lasted more than a month before it was settled.
strike, work stoppage

ଅର୍ଥ : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା

ଉଦାହରଣ : ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି

ସମକକ୍ଷ : ଅନଶନ, ହରତାଳ

भोजन न करने की क्रिया।

कुछ लोग अन्नत्याग को बीमारी का उपचार समझते हैं।
अनशन, अनाहार, अन्नत्याग

A voluntary fast undertaken as a means of protest.

hunger strike