ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ତ୍ତବ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ତ୍ତବ୍ୟ   ବିଶେଷ୍ୟ

ଅର୍ଥ : କୌଣସି ଜାତି, ବର୍ଗ, ପଦ ଇତ୍ୟାଦିପାଇଁ ନିଶ୍ଚିତ କରାଯାଉଥିବା କାମ କିମ୍ବା ବ୍ୟବହାର

ଉଦାହରଣ : ପ୍ରଜାର ରକ୍ଷା କରିବା ରାଜାର ବାସ୍ତବିକ ଧର୍ମ

ସମକକ୍ଷ : ଧର୍ମ

किसी जाति, वर्ग, पद आदि के लिए निश्चित किया हुआ कार्य या व्यवहार।

प्रजा की रक्षा करना ही राजा का वास्तविक धर्म है।
कर्तव्य, कर्त्तव्य, धरम, धर्म

Work that you are obliged to perform for moral or legal reasons.

The duties of the job.
duty

ଅର୍ଥ : (ଇସଲାମ) ଯେଉଁ କର୍ମ ବିଧିପୂର୍ବକ ବା ଧର୍ମ ଅନୁସାରେ ହୁଏ

ଉଦାହରଣ : ଜେହାଦରେ ଭାଗ ନେବା ଆପଣଙ୍କ କର୍ତ୍ତବ୍ୟ

ସମକକ୍ଷ : କରଣୀୟ, ବିଧେୟ

(इस्लाम) वह कर्म जो विधिमान्य या धर्म के अनुसार हो।

जिहाद में भाग लेना आपका फर्ज है।
फर्ज, फ़र्ज़

Work that you are obliged to perform for moral or legal reasons.

The duties of the job.
duty

ଅର୍ଥ : ଧର୍ମ ରୂପରେ ଗ୍ରହଣ କରାଯାଉଥିବା କୌଣସି କାମ ଯାହାକୁ ପୂରା କରିବା ନିଜପାଇଁ ପରମ ଆବଶ୍ୟକ

ଉଦାହରଣ : ଦେଶ ସେବା କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ

ସମକକ୍ଷ : ଦାୟୀତ୍ୱ

ऐसा काम जिसे पूरा करना अपने लिए परम आवश्यक और धर्म के रूप में हो।

देश की सेवा करना हम सबका परम कर्तव्य है।
कर्तव्य, कर्त्तव्य, फर्ज, फ़र्ज़

The social force that binds you to the courses of action demanded by that force.

We must instill a sense of duty in our children.
Every right implies a responsibility; every opportunity, an obligation; every possession, a duty.
duty, obligation, responsibility