ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧରମ   ବିଶେଷ୍ୟ

ଅର୍ଥ : ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପାସନାର ବିଶେଷ ପ୍ରଣାଳୀ

ଉଦାହରଣ : ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ

ସମକକ୍ଷ : ଧର୍ମ, ବିଶ୍ୱାସ

परलोक, ईश्वर आदि के संबंध में विशेष प्रकार का विश्वास और उपासना की विशेष प्रणाली।

हिंदू धर्म की सबसे बड़ी विशेषता यह है कि उसमें अन्य सभी धर्मों के प्रति सहनशीलता है।
धरम, धर्म, मजहब, मज़हब

A strong belief in a supernatural power or powers that control human destiny.

He lost his faith but not his morality.
faith, religion, religious belief

ଅର୍ଥ : ଯେଉଁ ସମାଜ ବା ଗୋଷ୍ଠୀ ଦୈବିକ ଶକ୍ତିରେ ନିଜର ବିଶ୍ୱାସ ଦର୍ଶାଇଥାଏ ବା ଯେ ଦୈବିକ ଶକ୍ତିରେ ବିଶ୍ୱାସ କରିଥାଏ

ଉଦାହରଣ : ମହମ୍ମଦ ସାହେବ ମୁସଲିମ୍‌ ଧର୍ମ ସ୍ଥାପନ କରିଥିଲେ

ସମକକ୍ଷ : ଧର୍ମ

* दैविक शक्ति में अपना विश्वास दर्शाने के लिए बनी संस्था या समुदाय।

मुस्लिम धर्म की स्थापना मुहम्मद साहब ने की थी।
धरम, धर्म, मजहब, मज़हब, संगठित धरम, संगठित धर्म

An institution to express belief in a divine power.

He was raised in the Baptist religion.
A member of his own faith contradicted him.
faith, organized religion, religion