ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହରତାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହରତାଳ   ବିଶେଷ୍ୟ

ଅର୍ଥ : ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା

ଉଦାହରଣ : ପରିବହନ ଉପରେ ହରତାଳର କୌଣସି ପ୍ରଭାବ ପଡ଼ିଲାନାହିଁ ଠିକ୍‌ସମୟରେ ଦରମା ନ ମିଳିବାରୁ କର୍ମଚାରୀମାନେ ହରତାଳ କରିଦେଲେ

ସମକକ୍ଷ : ଧର୍ମଘଟ

दुख, विरोध या असंतोष प्रकट करने के लिए कल-कारखानों, कार्यालयों आदि के कर्मचारियों या जन-साधारण का कारोबार, दुकानें आदि बंद कर देने की क्रिया।

परिवहन पर हड़ताल का कोई असर नहीं पड़ा।
समय पर वेतन न मिलने के कारण कर्मचारियों ने हड़ताल कर दी।
बंद, बन्द, हड़ताल

A group's refusal to work in protest against low pay or bad work conditions.

The strike lasted more than a month before it was settled.
strike, work stoppage

ଅର୍ଥ : ହଳଦିଆ ରଙ୍ଗର ଏକ ଖଣିଜ ପଦାର୍ଥ

ଉଦାହରଣ : ଔଷଧରୂପେ ହରତାଳର ବ୍ୟବହାର କରାଯାଏ

ଅର୍ଥ : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା

ଉଦାହରଣ : ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି

ସମକକ୍ଷ : ଅନଶନ, ଧର୍ମଘଟ

भोजन न करने की क्रिया।

कुछ लोग अन्नत्याग को बीमारी का उपचार समझते हैं।
अनशन, अनाहार, अन्नत्याग

A voluntary fast undertaken as a means of protest.

hunger strike