ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନଶନ   ବିଶେଷ୍ୟ

ଅର୍ଥ : ଜୈନ ମତାନୁସାରେ ମରଣ ସମୟ ପାଖେଇ ଆସିବା ଜାଣି ଖାଦ୍ୟପାନୀୟର ପରିତ୍ୟାଗ

ଉଦାହରଣ : ଜୈନ ଧର୍ମାବଲମ୍ବୀମାନେ ଅନଶନକୁ ପବିତ୍ର ବୋଲି ମାନନ୍ତି

जैन मतानुसार मरने का समय निकट जानकर अन्न-जल का परित्याग।

जैनी लोग अनशन को पवित्र मानते हैं।
अनशन

ଅର୍ଥ : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା

ଉଦାହରଣ : ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି

ସମକକ୍ଷ : ଧର୍ମଘଟ, ହରତାଳ

भोजन न करने की क्रिया।

कुछ लोग अन्नत्याग को बीमारी का उपचार समझते हैं।
अनशन, अनाहार, अन्नत्याग

A voluntary fast undertaken as a means of protest.

hunger strike