ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୌଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୌଡ଼ିବା   ବିଶେଷ୍ୟ

ଅର୍ଥ : ଦୌଡ଼ିବା କ୍ରିୟା ବା ଭାବ

ଉଦାହରଣ : ଦୌଡ଼ିବା ପରେ କିଛି ସମୟ ଆରାମ କରିବା ଉଚିତ

ସମକକ୍ଷ : ଦୌଡ଼, ଦୌଡ଼ା

दौड़ने की क्रिया या भाव।

दौड़ के बाद थोड़ा आराम करना चाहिए।
दौड़, दौड़ना

ଦୌଡ଼ିବା   କ୍ରିୟାପଦ

ଅର୍ଥ : ପ୍ରଯତ୍ନ ସହିତ ଏପଟ ସେପଟ ବୁଲିବା

ଉଦାହରଣ : ଏହି ଚାକିରି ପାଇବା ପାଇଁ ମୁଁ ବହୁତ ଦୌଡ଼ିଲି

किसी प्रयत्न में इधर-उधर फिरना।

इस नौकरी को पाने के लिए मैं बहुत दौड़ा।
दौड़ना, दौड़ना-भागना, धाना

ଅର୍ଥ : ଡେଇଁକି ପହଞ୍ଚିବା

ଉଦାହରଣ : ଚୋର ପୋଲିସଠୁ ବଞ୍ଚିବାପାଇଁ ନଦୀକୁ ଡିଆଁମାରିଲା

ସମକକ୍ଷ : ଡିଆଁମାରିବା

Move forward by leaps and bounds.

The horse bounded across the meadow.
The child leapt across the puddle.
Can you jump over the fence?.
bound, jump, leap, spring

ଅର୍ଥ : ଜୋରରେ ବାହାରିବା

ଉଦାହରଣ : ଛୁଟି ଘଣ୍ଟା ବାଜିବାକ୍ଷଣି ମୋହନ ଘରକୁ ଛୁଟିଲା

ସମକକ୍ଷ : ଛୁଟିବା

तेज़ी से निकलना।

छुट्टी की घंटी बजते ही मोहन घर के लिए छूटा।
छुटना, छूटना

Move fast by using one's feet, with one foot off the ground at any given time.

Don't run--you'll be out of breath.
The children ran to the store.
run

ଅର୍ଥ : ଖୁବ ଶୀଘ୍ର ଶୀଘ୍ର ପାଦ ଉଠାଇ ଚାଲିବା

ଉଦାହରଣ : ବିଲେଇ ମୂଷାକୁ ଦେଖିବାକ୍ଷଣି ତାଆଡ଼କୁ ଦୌଡ଼ିଲା

बहुत ही जल्दी-जल्दी पैर उठाकर चलना।

बिल्ली चूहे को देखते ही उसकी ओर दौड़ी।
दौड़ना, धाना, भागना

Move fast by using one's feet, with one foot off the ground at any given time.

Don't run--you'll be out of breath.
The children ran to the store.
run