ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୌଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୌଡ଼   ବିଶେଷ୍ୟ

ଅର୍ଥ : ଗତି, ବୁଦ୍ଧି, କାମଧନ୍ଦାଆଦିର ସୀମା

ଉଦାହରଣ : ଏହା କହିବା ମୁସ୍କିଲ ଯେ ପିଲାମାନଙ୍କର ବୁଦ୍ଧିର ପହଞ୍ଚ କେଉଁ ପର୍ଯ୍ୟନ୍ତ

ସମକକ୍ଷ : ପହଁଞ୍ଚ

गति, बुद्धि, उद्योग आदि की सीमा।

बच्चों की बुद्धि की पहुँच कहाँ तक होती है, कहना मुश्किल है।
दौड़, पहुँच, पहुंच

The act of reaching out.

The outreach toward truth of the human spirit.
outreach

ଅର୍ଥ : ଦୌଡ଼ିବା କ୍ରିୟା ବା ଭାବ

ଉଦାହରଣ : ଦୌଡ଼ିବା ପରେ କିଛି ସମୟ ଆରାମ କରିବା ଉଚିତ

ସମକକ୍ଷ : ଦୌଡ଼ା, ଦୌଡ଼ିବା

दौड़ने की क्रिया या भाव।

दौड़ के बाद थोड़ा आराम करना चाहिए।
दौड़, दौड़ना

ଅର୍ଥ : ଯେଉଁ ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଦୌଡ଼ାଯାଏ

ଉଦାହରଣ : ରମେଶ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲା

ସମକକ୍ଷ : ଦୌଡ଼ ପ୍ରତିଯୋଗିତା, ରେସ

वह प्रतियोगिता जिसमें प्रतियोगियों को दौड़ाया जाता है।

रमेश दौड़ प्रतियोगिता में प्रथम रहा।
दौड़, दौड़ प्रतियोगिता, रेस

A contest of speed.

The race is to the swift.
race