ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୁଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୁଟିବା   କ୍ରିୟାପଦ

ଅର୍ଥ : ଅସ୍ତ୍ର ଚଳାଇବା

ଉଦାହରଣ : ଯୁଦ୍ଧରେ ଦୁଇପକ୍ଷରୁ ବାଣ ଛୁଟୁଥିଲା

ସମକକ୍ଷ : ଚାଲିବା

अस्त्र का चलना।

युद्ध में दोनों तरफ से बाण छूट रहे थे।
चलना, छुटना, छूटना

Go off or discharge.

The gun fired.
discharge, fire, go off

ଅର୍ଥ : ଜୋରରେ ବାହାରିବା

ଉଦାହରଣ : ଛୁଟି ଘଣ୍ଟା ବାଜିବାକ୍ଷଣି ମୋହନ ଘରକୁ ଛୁଟିଲା

ସମକକ୍ଷ : ଦୌଡ଼ିବା

तेज़ी से निकलना।

छुट्टी की घंटी बजते ही मोहन घर के लिए छूटा।
छुटना, छूटना

Move fast by using one's feet, with one foot off the ground at any given time.

Don't run--you'll be out of breath.
The children ran to the store.
run