ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡିଆଁମାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡିଆଁମାରିବା   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ

ଉଦାହରଣ : ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା

ସମକକ୍ଷ : କୁଦିବା, ଡେଇଁବା

कहीं पहुँचने के लिए उछलने की क्रिया।

उसने एक ही छलाँग में गेंद पकड़ी।
कुदान, छलाँग, छलांग, फलाँग, फलांग, फाल

A light, self-propelled movement upwards or forwards.

bounce, bound, leap, leaping, saltation, spring

ଡିଆଁମାରିବା   କ୍ରିୟାପଦ

ଅର୍ଥ : ଡେଇଁକି ପହଞ୍ଚିବା

ଉଦାହରଣ : ଚୋର ପୋଲିସଠୁ ବଞ୍ଚିବାପାଇଁ ନଦୀକୁ ଡିଆଁମାରିଲା

ସମକକ୍ଷ : ଦୌଡ଼ିବା

Move forward by leaps and bounds.

The horse bounded across the meadow.
The child leapt across the puddle.
Can you jump over the fence?.
bound, jump, leap, spring