ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁମ୍ଭୀର କାନ୍ଦଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ମିଛିମିଛିକା ବା ଦେଖେଇହେବା କାନ୍ଦଣା

ଉଦାହରଣ : କଥା କଥାକେ କୁମ୍ଭୀର କାନ୍ଦଣା କାନ୍ଦିବା ଯେ କେହି ତୁମ ନିକଟରୁ ଶିଖିବ

ସମକକ୍ଷ : ଦେଖେଇହେବା କାନ୍ଦଣା

झूठमूठ के आँसू या दिखावटी आँसू।

बात-बात पर मगरमच्छी आँसू बहाना कोई तुमसे सीखे।
घड़ियाली आँसू, दिखावटी आँसू, बनावटी आँसू, मगरमच्छी आँसू

ଅର୍ଥ : ଉପରକୁ ଦେଖାଯାଉଥିବା

ଉଦାହରଣ : ରାମୁ ଏବଂ ମୋହନଙ୍କ ସଂପର୍କ ଦେଖାସୁନ୍ଦର କିଛିଲୋକ କୁମ୍ଭୀର କାନ୍ଦଣା କାନ୍ଦନ୍ତି

ସମକକ୍ଷ : ଦେଖାସୁନ୍ଦର

मन से नहीं पर सिर्फ़ दिखाने के लिए या दिखाने भर का।

रामू और मोहन के बीच दिखावटी संबंध है।
कुछ लोग घड़ियाली विलाप करते हैं।
आहार्य्य, ऊपरी, घड़ियाली, दिखावटी, दिखौआ, बनावटी, बनौवा

Lacking substance or vitality as if produced by painting.

In public he wore a painted smile.
painted