ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀର୍ଘଜୀବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀର୍ଘଜୀବନ   ବିଶେଷ୍ୟ

ଅର୍ଥ : ସାଧାରଣତଃ ସମୟ ଅତିକ୍ରାନ୍ତ ହୋଇଗଲା ପରେ ମଧ୍ୟ ବା କୌଣସି ଘଟଣା ପରେ ବି ତିଷ୍ଠିବା ,ତିଆରି ହେବା ବା ବଞ୍ଚିବା କାର୍ଯ୍ୟ ବା ଅବସ୍ଥା

ଉଦାହରଣ : ମା ସର୍ବଦା ନିଜପିଲାର ଦୀର୍ଘଜୀବନ କାମନା କରିଥାଏ

ସମକକ୍ଷ : ଅତିଜୀବନ

साधारणतः औरों का अंत हो जाने पर भी या कुछ विशिष्ट घटनाओं के बाद भी बचे, बने या जीते रहने की क्रिया या अवस्था।

माँ हमेशा अपने बच्चों के अतिजीवन की कामना करती है।
अतिजीवन

A state of surviving. Remaining alive.

endurance, survival

ଅର୍ଥ : ଦୀର୍ଘଦିନ ପର୍ଯ୍ୟନ୍ତ ଜୀବିତ ରହୁଥିବା ଲୋକ

ଉଦାହରଣ : ଆମେ ସମସ୍ତଙ୍କ ଦୀର୍ଘଜୀବନ କାମନା କରୁଛୁ

ସମକକ୍ଷ : ଦୀର୍ଘାୟୁ

लम्बे समय तक बना रहने वाला जीवन।

हम सभी लोगों के दीर्घजीवन की कामना करते हैं।
दीर्घजीवन, दीर्घजीविता, दीर्घायुता, दीर्घायुष्य