ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀର୍ଘଜୀବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀର୍ଘଜୀବୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚେ

ଉଦାହରଣ : ଜାପାନରେ ଦୀର୍ଘାୟୁମାନଙ୍କ ସଂଖ୍ୟା ଅଧିକ

ସମକକ୍ଷ : ଅତିଜୀବୀ, ଦୀର୍ଘାୟୁ

वह व्यक्ति जो अधिक दिनों तक जीता है या अधिक आयु वाला व्यक्ति।

जापान में अतिजीवियों की संख्या अधिक है।
अतिजीवी, अत्यायु

ଦୀର୍ଘଜୀବୀ   ବିଶେଷଣ

ଅର୍ଥ : ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିବା ବାଲା

ଉଦାହରଣ : ଦୀର୍ଘାୟୁ ରାଘବର ବୟସ ୧୦୫ ବର୍ଷ

ସମକକ୍ଷ : ଅତିଜୀବିତ, ଅତିଜୀବୀ, ଦୀର୍ଘାୟୁ