ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାପିବା   କ୍ରିୟାପଦ

ଅର୍ଥ : ଓଦାମାଟିଆଦି ପଦାର୍ଥକୁ ପିଟି, ଦବାଇ ବା ଛାଞ୍ଚରେ ପକାଇ ବିଶେଷ ରୂପଦେବା

ଉଦାହରଣ : ଗାଆଁରେ ଘସି କରିବା ପାଇଁ ଗୋବରକୁ ଥାପନ୍ତି ଶ୍ରମିକମାନେ ଇଟା ପକାଉଛନ୍ତି

ସମକକ୍ଷ : ଥାପିବା, ଦାବିବା

गीली मिट्टी आदि वस्तुओं को थाप-पीट, दबाकर या साँचे द्वारा विशेष आकार में लाना।

गाँवों में कंडा बनाने के लिए गोबर पाथते हैं।
मजदूर ईंट पाथ रहे हैं।
थपकना, थपाई करना, थापना, पाथना

ଅର୍ଥ : ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ

ଉଦାହରଣ : ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ

ସମକକ୍ଷ : ଦବେଇବା, ମଡ଼େଇବା

ऊपर से इस प्रकार भार रखना, जिससे कोई चीज़ नीचे की ओर धँसे या इधर-उधर हट न सके।

पनीर का थक्का बनाने के लिए उसे कपड़े में बाँधकर बट्टे के नीचे दबाया है।
चाँपना, चापना, दबाना

Exert pressure or force to or upon.

He pressed down on the boards.
Press your thumb on this spot.
press