ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିପିବା   କ୍ରିୟାପଦ

ଅର୍ଥ : କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ

ଉଦାହରଣ : କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା

ସମକକ୍ଷ : ଦବେଇବା

किसी पर किसी ओर से इस प्रकार ज़ोर पहुँचाना कि उसे पीछे हटना पड़े।

कम्प्यूटर चालू करने के लिए गोलू ने उसका बटन दबाया।
दबाना

Exert pressure or force to or upon.

He pressed down on the boards.
Press your thumb on this spot.
press

ଅର୍ଥ : ଉପରକୁ ଉଠିଥିବା ବା ଫୁଲିଥିବା ସ୍ତରକୁ ଭିତରକୁ ଦବାଇବା

ଉଦାହରଣ : ଡକ୍ଟର ହାତରେ ଉଠିଥିବା ବଥକୁ ଚିପିଦେଲେ

उभरे, फूले या उठे हुए तल को भीतर की ओर दबाना।

डॉक्टर ने हाथ के बढ़े हुए फोड़े को पिचकाया।
पिचकाना, बिठाना, बैठाना