ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦବିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦବିବା   କ୍ରିୟାପଦ

ଅର୍ଥ : କୌଣସି କଥା ବା କାର୍ଯ୍ୟ ଯେଉଁଠି-ସେଇଠି ରହିଯିବା ଏବଂ ତା ଉପରେ କୌଣସି କାର୍ଯ୍ୟ ନହେବା

ଉଦାହରଣ : ଅଧିକତର ଧୋବଧାଉଳିଆ ଅପରାଧୀମାନଙ୍କ ମାମଲା ଦବିଯାଏ

ସମକକ୍ଷ : ଚପିବା

किसी बात या कार्य का जहाँ-का-तहाँ रह जाना और उस पर कोई कार्रवाई न होना।

अधिकतर श्वेतपोश अपराधियों के मामले दब जाते हैं।
दबना

ଅର୍ଥ : ଓଜନିଆ ଜିନିଷର ତଳକୁ ଆସିଯିବା ବା ରହିବା

ଉଦାହରଣ : ପଥରରେ ପିଲାର ହାତ ଦବିଗଲା

ସମକକ୍ଷ : ଚପିବା, ଚାପିହୋଇଯିବା, ଦାବିହୋଇଯିବା

भारी चीज़ के नीचे आना या होना।

पत्थर से बच्चे का हाथ दब गया है।
चँपना, चपना, दबना

ଅର୍ଥ : ଉପର ଭାଗର ତଳ ଅଂଶ ତଳକୁ ଦବିଯିବା

ଉଦାହରଣ : ବସିବାରୁ ଏହି ସୋଫା ବହୁତ ଦବିଯାଉଛି

ऊपरी तल का कुछ नीचा हो जाना।

बैठने पर यह सोफा बहुत दबता है।
दबना, धँसना

Droop, sink, or settle from or as if from pressure or loss of tautness.

droop, flag, sag, swag

ଅର୍ଥ : କଥାବାର୍ତ୍ତା ବା ଝଗଡ଼ା ଆଦିରେ ଧୀମେଇ ଯିବା

ଉଦାହରଣ : ବଡ଼ ଭାଇଙ୍କ ଆଗରେ ସେ ସଦାବେଳେ ଦବିଯାଏ

ସମକକ୍ଷ : ଦବିଯିବା, ଧୀମେଇବା

बातचीत या झगड़े आदि में धीमा पड़ना।

बड़े भाई के आगे वह हमेशा दबता है।
दबना