ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାରକ   ବିଶେଷ୍ୟ

ଅର୍ଥ : ଯେଉଁ ଅସୁରକୁ ଶିବଙ୍କ ପୁତ୍ର କାର୍ତ୍ତିକେୟ ନିହତ କରିଥିଲେ

ଉଦାହରଣ : ତାରକାସୁର ଭୟରେ ଇନ୍ଦ୍ରଆଦି ଦେବତା ଲୁଚିଯାଇଥିଲେ

ସମକକ୍ଷ : ତାରକାସୁର

एक असुर जो शिव के पुत्र कार्तिकेय के हाथों मारा गया था।

तारकासुर के डर से इन्द्र आदि देवता छिप गए थे।
तारक, तारकासुर

ଅର୍ଥ : ଓମ୍ ରାମାୟ ନମଃ ନାମକ ଭଗବାନ ରାମଙ୍କର ଷଡାକ୍ଷର ମନ୍ତ୍ର

ଉଦାହରଣ : ଗୁରୁ ମହାଶୟ ନିଜ ଶିଷ୍ୟ କାନରେ ତାରକ ମନ୍ତ୍ର କହୁଛନ୍ତି

ସମକକ୍ଷ : ତାରକ ମନ୍ତ୍ର

ओम रामाय नमः नामक भगवान राम का षडक्षर मंत्र।

गुरुजी अपने शिष्य के कान में तारक मंत्र बोल रहे हैं।
तारक, तारक मंत्र, तारकब्रह्म

A commonly repeated word or phrase.

She repeated `So pleased with how its going' at intervals like a mantra.
mantra

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ତାରବୃତ୍ତରେ ଅଠରଟି ବର୍ଣ୍ଣ ଥାଏ

ସମକକ୍ଷ : ତାର, ତାରକବୃତ୍ତ, ତାରବୃତ୍ତ

एक वर्णवृत्त।

तार में अठारह वर्ण होते हैं।
तार, तारक, तारवृत्त

(prosody) a system of versification.

poetic rhythm, prosody, rhythmic pattern