ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
ଉଦାହରଣ : ଖରାରେ କୂଅର ଜଳ ସ୍ତର ଖସିଯାଏ
ସମକକ୍ଷ : ତଳ
किसी वस्तु का ऊपरी या बाहरी फैलाव।
A surface forming part of the outside of an object.
ଅର୍ଥ : ଲୁଗାଆଦି ଉପରେ କରାଯାଉଥିବା ଏକ ପ୍ରସ୍ତ
ଉଦାହରଣ : ସେ ଲୁଗାଗୁଡ଼ିକୁ ଭାଙ୍ଗିକରି ସିନ୍ଦୁକରେ ରଖିଦେଲେ
कपड़ों आदि की लगाई जानेवाली परत।
An angular or rounded shape made by folding.
ଅର୍ଥ : କୌଣସି ସ୍ତର ଉପରେ ହୋଇଥିବା ଏକ ଅନ୍ୟ ସ୍ତର
ଉଦାହରଣ : ଆଜି ଦୁଧ ଉପରେ ସରର ଏକ ମୋଟା ସ୍ତର ଜମାହୋଇଛି
ସମକକ୍ଷ : ପଟଳ, ପରତ
सतह पर फैली हुई किसी वस्तु की दूसरी सतह।
A relatively thin sheetlike expanse or region lying over or under another.
ଅର୍ଥ : ପ୍ରବଳତା, ମାତ୍ରା, ଗୁଣା ଆଦିର ମାନଦଣ୍ଡ ସମ୍ପର୍କରେ ଏକ ସ୍ଥିତି
ଉଦାହରଣ : ବିଶ୍ୱ ସ୍ତରରେ ଟେକନିକର ଉନ୍ନତି ବଡ଼ ଜୋରରେ ହେଉଛି
प्रबलता, मात्रा, गुण आदि के पैमाने पर एक स्थिति।
A position on a scale of intensity or amount or quality.
ସଂସ୍ଥାପନ କରନ୍ତୁ