ଅର୍ଥ : ଯେଉଁ ପ୍ରକାରର ରୋଗରେ ଶରୀରରେ ଜ୍ୱଳନ ଅନୁଭୂତ ହୁଏ ଏବଂ କେବେ କେବେ ଶରୀରରେ ଦାନାଭଳି ବାହାରି ଆସେ
ଉଦାହରଣ :
ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
ସମକକ୍ଷ : ଉଷ୍ମାଘାତ
ଅର୍ଥ : ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
ଉଦାହରଣ :
ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
ଅର୍ଥ : ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
ଉଦାହରଣ :
ଏହି କୋଟ୍ ବହୁତ ଗରମ
ଅର୍ଥ : ଯାହା ବହୁତ ଗରମ
ଉଦାହରଣ :
ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା