ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତତ୍ତ୍ୱାବଧାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତତ୍ତ୍ୱାବଧାରକ   ବିଶେଷ୍ୟ

ଅର୍ଥ : ପାନ୍ଥଶାଳାର ଜଗାରଖା ଏବଂ ସେଠାରେ ରହୁଥିବା ଲୋକଙ୍କ ଭୋଜନ ବ୍ୟବସ୍ଥା କରୁଥିବା ବ୍ୟକ୍ତି

ଉଦାହରଣ : ଏହି ପାନ୍ଥଶାଳାର ତତ୍ତ୍ୱାବଧାରକ ବଡ଼ ସଚ୍ଚୋଟ ଲୋକ

वह व्यक्ति जो सराय की देख-रेख करता हो और उसमें ठहरनेवालों के भोजन का प्रबंध करता हो।

इस सराय का भठियारा बहुत ईमानदार है।
भटियारा, भठियारा

The owner or manager of an inn.

boniface, host, innkeeper

ଅର୍ଥ : ଯାହାଙ୍କ ତତ୍ତ୍ୱାବଧାନରେ କୌଣସି କାର୍ଯ୍ୟ କରାଯାଏ

ଉଦାହରଣ : ସେ ଏହି ସଂସ୍ଥାର କର୍ଣ୍ଣଧାର

ସମକକ୍ଷ : ଅଧ୍ୟକ୍ଷ, କର୍ଣ୍ଣଧାର

वह जिसके संरक्षण में कोई काम होता हो।

वे इस संस्था के कर्णधार हैं।
कर्णधार