ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧ୍ୟକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧ୍ୟକ୍ଷ   ବିଶେଷ୍ୟ

ଅର୍ଥ : କୌଣସି ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ପ୍ରଧାନ

ଉଦାହରଣ : ପଣ୍ଡିତ ରାମ ମନୋହର ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ସମକକ୍ଷ : ପ୍ରଧାନ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ, ମୁଖ୍ୟ ଶିକ୍ଷକ, ହେଡ୍‌ମାଷ୍ଟର

किसी विद्यालय अथवा महाविद्यालय के आचार्यों में प्रधान जिसके पास कार्यकारिणी अधिकार होते हैं।

पंडित राम मनोहरजी इस विद्यालय के प्रधानाचार्य हैं।
प्रधान आचार्य, प्रधानाचार्य, प्राचार्य, प्रिंसिपल

The educator who has executive authority for a school.

She sent unruly pupils to see the principal.
head, head teacher, principal, school principal

ଅର୍ଥ : କୌଣସି ସଭା ବା ସଂସ୍ଥାଆଦିର ପ୍ରଧାନ

ଉଦାହରଣ : ପଣ୍ଡିତ ରାମାନୁଜଙ୍କୁ ସର୍ବସମ୍ମତି କ୍ରମେ ଏହି ସଂସ୍ଥାର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି

ସମକକ୍ଷ : ଅଧିଷ୍ଠାତା

वह जो किसी सभा या संस्था आदि का प्रधान हो।

पंडित रामानुज को सर्वसम्मति से इस संस्था का अध्यक्ष चुना गया।
अधिष्ठाता, अध्यक्ष, चेयरमैन

An executive officer of a firm or corporation.

president

ଅର୍ଥ : ଯାହାଙ୍କ ତତ୍ତ୍ୱାବଧାନରେ କୌଣସି କାର୍ଯ୍ୟ କରାଯାଏ

ଉଦାହରଣ : ସେ ଏହି ସଂସ୍ଥାର କର୍ଣ୍ଣଧାର

ସମକକ୍ଷ : କର୍ଣ୍ଣଧାର, ତତ୍ତ୍ୱାବଧାରକ

वह जिसके संरक्षण में कोई काम होता हो।

वे इस संस्था के कर्णधार हैं।
कर्णधार