ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଠ, ପଥର ଆଦି ଯେଉଁ ବସ୍ତୁରେ ଆଘାତ ଲାଗେ
ଉଦାହରଣ : ଏହି ରାସ୍ତାରେ ଅନେକ ସ୍ଥାନରେ ଢେମା ଅଛି, ଟିକେ ଦେଖିକି ଯିବେ
ସମକକ୍ଷ : ଢିମା, ଢେମା
लकड़ी, पत्थर आदि की वे वस्तुएँ जिससे ठोकर लगे।
ଅର୍ଥ : ମାଟି-ପଥରର କିଛି ବାହାରି ପଡ଼ିଥିବା ଭୂଭାଗ
ଉଦାହରଣ : ସେ ମୁଣ୍ଡିଆ ଉପରେ ଠିଆ ହୋଇ ମୋତେ ଡାକ ପକାଉଥିଲା
ସମକକ୍ଷ : ଛୋଟ ପାହାଡ଼, ମୁଣ୍ଡିଆ
मिट्टी, पत्थर का कुछ उभरा हुआ भू-भाग।
(usually plural) a rolling treeless highland with little soil.
ଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ଉଚ୍ଚା ପାର୍ଶ୍ୱ
ଉଦାହରଣ : ସେ ନଈ କୂଳରେ ପହଞ୍ଚି ପାଣିକୁ ଡେଇଁ ପଡ଼ିଲା
ସମକକ୍ଷ : କୂଳ
किसी वस्तु,स्थान आदि का ऊँचा किनारा।
The edge of a steep place.
ଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ଉପର ଭାଗ
ଉଦାହରଣ : ବଢ଼ି ଦାଉରୁ ରକ୍ଷା ପାଇବାପାଇଁ ସେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ନିଜର କୁଡ଼ିଆ ତିଆରି କଲା
ସମକକ୍ଷ : ଉଚ୍ଚଭାଗ, ଉଚ୍ଚସ୍ଥାନ, ଉପରିଭାଗ, ଶିଖରଭାଗ, ଶିରୋଭାଗ, ଶୀର୍ଷ, ଶୀର୍ଷସ୍ଥାନ
किसी वस्तु, स्थान आदि के ऊपर का भाग।
The upper part of anything.
ଅର୍ଥ : ଢିପ ଜମି
ଉଦାହରଣ : କୃଷକ ଢ଼ିପକୁ ହାଣି ଚାଷ ଜମି କରୁଛି
ସମକକ୍ଷ : ଢିଅ
टीलेदार भूमि।
ଅର୍ଥ : ଯେଉଁ ଲମ୍ବା-ଚୌଡ଼ା ଉଞ୍ଚା ଜମି ଆଖପାଖ ଅନ୍ୟ ଜମି ତୁଳନାରେ ଅଧିକ ଉଞ୍ଚା
ଉଦାହରଣ : ଏହି ଜମିରେ ଅଧିକ କୁଦ ଅଛି
ସମକକ୍ଷ : କୁଦ, ପଠା
वह लम्बा-चौड़ा ऊँचा मैदान जो आस-पास की किसी ओर की ज़मीन से बहुत ऊँचाई पर हो।
A relatively flat highland.
ସଂସ୍ଥାପନ କରନ୍ତୁ