ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଦ   ବିଶେଷ୍ୟ

ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁକରି ଯିବାର ପ୍ରକ୍ରିୟା

ଉଦାହରଣ : ସେ ଗୋଟିଏ ଡିଆଁରେ ନର୍ଦ୍ଦମା ପାରି ହୋଇଗଲା

ସମକକ୍ଷ : ଡିଆଁ, ଲମ୍ଫ

ଅର୍ଥ : କୁଦ ଭଳିଆ ତିଆରି ହୋଇଥିବା ଢାଲୁ ଉଚ୍ଚ ଜମି ଯାହା ଉପରେ ପାନ ଗଛ ଲଗାଯାଇଥାଏ

ଉଦାହରଣ : କୃଷକ ନୂଆ ଗଛ ଲଗେଇବାପାଇଁ କୁଦ ଖୋଳୁଛି

ସମକକ୍ଷ : ଢିଅ

टीले की तरह बनाई हुई वह ढलुआँ ऊँची ज़मीन जिस पर पान के पौधे लगाए जाते हैं।

किसान नए पौधे लगाने के लिए भीटे को खोद रहा है।
भीट, भीटा

ଅର୍ଥ : ଯେଉଁ ଲମ୍ବା-ଚୌଡ଼ା ଉଞ୍ଚା ଜମି ଆଖପାଖ ଅନ୍ୟ ଜମି ତୁଳନାରେ ଅଧିକ ଉଞ୍ଚା

ଉଦାହରଣ : ଏହି ଜମିରେ ଅଧିକ କୁଦ ଅଛି

ସମକକ୍ଷ : ଢିପ, ପଠା

वह लम्बा-चौड़ा ऊँचा मैदान जो आस-पास की किसी ओर की ज़मीन से बहुत ऊँचाई पर हो।

इस क्षेत्र में पठारों की अधिकता है।
पठार

A relatively flat highland.

plateau, tableland