ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ଉପର ଭାଗ
ଉଦାହରଣ : ବଢ଼ି ଦାଉରୁ ରକ୍ଷା ପାଇବାପାଇଁ ସେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ନିଜର କୁଡ଼ିଆ ତିଆରି କଲା
ସମକକ୍ଷ : ଉଚ୍ଚଭାଗ, ଉଚ୍ଚସ୍ଥାନ, ଉପରିଭାଗ, ଢିପ, ଶିଖରଭାଗ, ଶିରୋଭାଗ, ଶୀର୍ଷ
किसी वस्तु, स्थान आदि के ऊपर का भाग।
The upper part of anything.
ଅର୍ଥ : କୌଣସି ସ୍ତରରେ ହେଉଥିବା ପରୀକ୍ଷା ଆଦିରେ ସର୍ବୋଚ୍ଚ ସ୍ଥାନରେ ରହିବାର କ୍ରିୟା ବା ଅବସ୍ଥା
ଉଦାହରଣ : ରମେଶ ସମଗ୍ର ରାଜ୍ୟ ହାଇସ୍କୁଲ ପରୀକ୍ଷାରେ ଶୀର୍ଷସ୍ଥାନରେ ଆସିଲା
ସମକକ୍ଷ : ଟପ୍
किसी स्तर पर परीक्षा आदि में सर्वोच्च स्थान पर होने या आने की क्रिया या अवस्था।
ସଂସ୍ଥାପନ କରନ୍ତୁ