ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୂତା, ଛଣଆଦିକୁ ବଳି ତିଆରିକରାଯାଉଥିବା ଲମ୍ବା ବସ୍ତୁ ଯାହା ବିଶେଷ କରି ବାନ୍ଧିବା କାର୍ଯ୍ୟରେ ଆସେ
ଉଦାହରଣ : ଗାଁବାଲା ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
ସମକକ୍ଷ : ଦଉଡି, ରଜ୍ଜୁ, ରଶି
रूई,सन आदि को बटकर बनाई हुई लम्बी चीज़ जो विशेषकर बाँधने आदि के काम आती है।
A line made of twisted fibers or threads.
ଅର୍ଥ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
ଉଦାହରଣ : ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
ସମକକ୍ଷ : ଅଣ୍ଟାସୁତା, କମରସୁତା, ଡୋରି
घाघरा,पाजामा आदि बाँधने की सूत की बुनी हुई या साधारण डोरी।
A tie consisting of a cord that goes through a seam around an opening.
ଅର୍ଥ : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
ଉଦାହରଣ : ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
ସମକକ୍ଷ : ଡୋରି
डोरी की तरह बटा हुआ वह कपड़ा जो पहनने के कपड़ों में उनके पल्ले बाँधने के लिए लगाया जाता है।
ଅର୍ଥ : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
ଉଦାହରଣ : ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
ସମକକ୍ଷ : ଡୋରୀ
रूई, रेशम, ऊन आदि का बटकर बनाया हुआ मोटा सूत या तागा।
ସଂସ୍ଥାପନ କରନ୍ତୁ