ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚୁଟି ବାନ୍ଧିବାପାଇଁ ଡୋର ବା ଫିତା
ଉଦାହରଣ : ମୋ ଡୋରି କେଉଁଠି ହଜିଯାଇଛି
प्रायः काले धागों, कृत्रिम बाल जैसी वस्तुओं आदि का वह लंबा लच्छा जो सिर के बालों के साथ गूँथकर उन्हें बाँधने और चोटी लंबी तथा सुन्दर बनाकर दिखाने के लिए प्रयोग किया जाता है।
ଅର୍ଥ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
ଉଦାହରଣ : ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
ସମକକ୍ଷ : ଅଣ୍ଟାସୁତା, କମରସୁତା, ଡୋର
घाघरा,पाजामा आदि बाँधने की सूत की बुनी हुई या साधारण डोरी।
A tie consisting of a cord that goes through a seam around an opening.
ଅର୍ଥ : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
ଉଦାହରଣ : ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
ସମକକ୍ଷ : ଡୋର
डोरी की तरह बटा हुआ वह कपड़ा जो पहनने के कपड़ों में उनके पल्ले बाँधने के लिए लगाया जाता है।
ସଂସ୍ଥାପନ କରନ୍ତୁ