ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଣ୍ଟାସୁତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଣ୍ଟାସୁତା   ବିଶେଷ୍ୟ

ଅର୍ଥ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର

ଉଦାହରଣ : ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା

ସମକକ୍ଷ : କମରସୁତା, ଡୋର, ଡୋରି

घाघरा,पाजामा आदि बाँधने की सूत की बुनी हुई या साधारण डोरी।

नाड़े में गांठ पड़ जाने के कारण उसे काटना पड़ा।
अधोबंधन, अधोबन्धन, इज़ारबंद, इज़ारबन्द, इजारबंद, इजारबन्द, कमरबन्द, नाड़ा, नार कमरबंद, नारा, बंद, बन्द

A tie consisting of a cord that goes through a seam around an opening.

He pulled the drawstring and closed the bag.
drawing string, drawstring, string