ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ
ଉଦାହରଣ : ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ
ସମକକ୍ଷ : ଅବେଳ, ବିଳମ୍ବ
साधारण या नियत से अधिक समय।
Time during which some action is awaited.
ଅର୍ଥ : ବିଳମ୍ବରେ
ଉଦାହରଣ : ଶ୍ୟାମ ପରୀକ୍ଷା ଭବନରେ ଡେରିରେ ପହଁଚିଲା ସେ ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ କଲା
ସମକକ୍ଷ : ଉଚ୍ଛୁର, ବିଳମ୍ବ
विलंब से।
Later than usual or than expected.
ଅର୍ଥ : ନିର୍ଦ୍ଧାରିତ ବା ଅପେକ୍ଷିତ ସମୟ ପରର ବା ପରେ ହୋଇଥିବା
ଉଦାହରଣ : ଜାଣେ ନାହିଁ କାହିଁକି ମୁଁ ଡେରି ରାତି ପର୍ଯ୍ୟନ୍ତ ଶୋଇପାରିଲି ନାହିଁ
ସମକକ୍ଷ : ବିଳମ୍ବିତ
सामान्य या अपेक्षित समय के बाद वाला या बाद में हुआ।
Being or occurring at an advanced period of time or after a usual or expected time.
ସଂସ୍ଥାପନ କରନ୍ତୁ