ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବେଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବେଳ   ବିଶେଷ୍ୟ

ଅର୍ଥ : ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ

ଉଦାହରଣ : ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ

ସମକକ୍ଷ : ଡେରି, ବିଳମ୍ବ

साधारण या नियत से अधिक समय।

मुझे यहाँ आने में देर हो जाए हो चिंता मत करना।
अतिकाल, अतिवेला, अबार, अबेर, अलसेट, अवसेर, अवेर, चिर, देर, देर-सवेर, देरी, बेर, लेट, विलंब, विलम्ब, व्याज

Time during which some action is awaited.

Instant replay caused too long a delay.
He ordered a hold in the action.
delay, hold, postponement, time lag, wait

ଅବେଳ   କ୍ରିୟା ବିଶେଷଣ

ଅର୍ଥ : ଅନୁପଯୁକ୍ତ ସମୟରେ

ଉଦାହରଣ : ଆପଣ ଅସମୟରେ ଆସିଛନ୍ତି, ମୁଁ ଆପଣଙ୍କୁ କୌଣସି ସାହାଯ୍ୟ କରିପାରିବି ନାହିଁ

ସମକକ୍ଷ : ଅଭାବବେଳ, ଅସମୟ