ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଳମ୍ବିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଳମ୍ବିତ   ବିଶେଷଣ

ଅର୍ଥ : ଯେଉଁଥିରେ ଡେରି ହୋଇଛି

ଉଦାହରଣ : ବିଚାରାଳୟ ବିଳମ୍ବିତ ମକଦ୍ଦମାଗୁଡ଼ିକର ଶୀଘ୍ର ନିଷ୍ପତ୍ତି କରିବ

ସମକକ୍ଷ : ବିଳଂବିତ

जिसमें देरी हुई हो।

न्यायालय विलंबित मामलों का निपटारा शीघ्र करेगा।
विलंबित, विलम्बित

ଅର୍ଥ : ନିର୍ଦ୍ଧାରିତ ବା ଅପେକ୍ଷିତ ସମୟ ପରର ବା ପରେ ହୋଇଥିବା

ଉଦାହରଣ : ଜାଣେ ନାହିଁ କାହିଁକି ମୁଁ ଡେରି ରାତି ପର୍ଯ୍ୟନ୍ତ ଶୋଇପାରିଲି ନାହିଁ

ସମକକ୍ଷ : ଡେରି

सामान्य या अपेक्षित समय के बाद वाला या बाद में हुआ।

पता नहीँ क्यों मैं देर रात तक सो नहीं पाया।
देर, लेट

Being or occurring at an advanced period of time or after a usual or expected time.

Late evening.
Late 18th century.
A late movie.
Took a late flight.
Had a late breakfast.
late