ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାକରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାକରା   ବିଶେଷ୍ୟ

ଅର୍ଥ : ନିଲାମ ସମୟରେ ବଡ଼ ପାଟିରେ ଜିନିଷର ଦାମ୍‌ ଡାକିବା କ୍ରିୟା

ଉଦାହରଣ : ମୁଁ ଏହି ଜିନିଷ ପାଇଁ ଶହେ ଟଙ୍କା ପର୍ଯ୍ୟନ୍ତ ଡାକ ଲଗାଇ ପାରିବି

ସମକକ୍ଷ : ଡାକ

नीलाम के समय चीज़ का चिल्लाकर दाम लगाने की क्रिया।

मैं इस वस्तु के लिए सौ रूपये तक की बोली लगा सकता हूँ।
डाक, बोली

A formal proposal to buy at a specified price.

bid, tender