ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟମାଟୋ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟମାଟୋ   ବିଶେଷ୍ୟ

ଅର୍ଥ : ଏକ ଛୋଟ ଗଛ ଯାହାର କିଛି ଖଟାଳିଆ, ଚେପ୍‌ଟା,ଗୋଲ୍‌, ମାଂସାଳ ଫଳ ଯାହାକୁ ପରିବା ରୂପରେ ଖିଆଯାଏ

ଉଦାହରଣ : ସେ ଘର ପଛଆଡ଼େ ବିଲାତିବାଇଗଣ ଲଗାଇ ରଖିଛନ୍ତି

ସମକକ୍ଷ : ଟମାଟର, ପାତଳଘଣ୍ଟା, ବିଲାତିବାଇଗଣ

एक छोटा पौधा जिसके थोड़े खट्टे चपटे, गोल और गूदेदार फल सब्जी के रूप में खाए जाते हैं।

उसने घर के पिछवाड़े टमाटर लगा रखा है।
टमाटर

Native to South America. Widely cultivated in many varieties.

love apple, lycopersicon esculentum, tomato, tomato plant

ଅର୍ଥ : ପାଚିଲାପରେ ଲାଲ ବା ହଳଦିଆ ରଙ୍ଗ ହେଉଥିବା ଏବଂ ପରିବା ରୂପରେ ଖିଆଯାଉଥିବା ଗୋଟିଏ ଖଟା ମାଂସଳ ଫଳ

ଉଦାହରଣ : ସାଲାଢ଼ ତିଆରି କରିବାପାଇଁ ମା’ ବିଲାତି ବାଇଗଣ କାଟୁଛନ୍ତି

ସମକକ୍ଷ : ଟମାଟର୍, ପାତାଳ ଘଣ୍ଟା, ବିଲାତି, ବିଲାତି ବାଇଗଣ

एक खट्टा, पकने पर लाल या पीला, गूदेदार फल जो सब्जी के रूप में खाया जाता है।

माँ सलाद बनाने के लिए टमाटर काट रही है।
टमाटर

Mildly acid red or yellow pulpy fruit eaten as a vegetable.

tomato