ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟମାଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟମାଟର   ବିଶେଷ୍ୟ

ଅର୍ଥ : ଏକ ଛୋଟ ଗଛ ଯାହାର କିଛି ଖଟାଳିଆ, ଚେପ୍‌ଟା,ଗୋଲ୍‌, ମାଂସାଳ ଫଳ ଯାହାକୁ ପରିବା ରୂପରେ ଖିଆଯାଏ

ଉଦାହରଣ : ସେ ଘର ପଛଆଡ଼େ ବିଲାତିବାଇଗଣ ଲଗାଇ ରଖିଛନ୍ତି

ସମକକ୍ଷ : ଟମାଟୋ, ପାତଳଘଣ୍ଟା, ବିଲାତିବାଇଗଣ

एक छोटा पौधा जिसके थोड़े खट्टे चपटे, गोल और गूदेदार फल सब्जी के रूप में खाए जाते हैं।

उसने घर के पिछवाड़े टमाटर लगा रखा है।
टमाटर

Native to South America. Widely cultivated in many varieties.

love apple, lycopersicon esculentum, tomato, tomato plant