ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଲାତି ବାଇଗଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଲାତି ବାଇଗଣ   ବିଶେଷ୍ୟ

ଅର୍ଥ : ପାଚିଲାପରେ ଲାଲ ବା ହଳଦିଆ ରଙ୍ଗ ହେଉଥିବା ଏବଂ ପରିବା ରୂପରେ ଖିଆଯାଉଥିବା ଗୋଟିଏ ଖଟା ମାଂସଳ ଫଳ

ଉଦାହରଣ : ସାଲାଢ଼ ତିଆରି କରିବାପାଇଁ ମା’ ବିଲାତି ବାଇଗଣ କାଟୁଛନ୍ତି

ସମକକ୍ଷ : ଟମାଟର୍, ଟମାଟୋ, ପାତାଳ ଘଣ୍ଟା, ବିଲାତି

एक खट्टा, पकने पर लाल या पीला, गूदेदार फल जो सब्जी के रूप में खाया जाता है।

माँ सलाद बनाने के लिए टमाटर काट रही है।
टमाटर

Mildly acid red or yellow pulpy fruit eaten as a vegetable.

tomato