ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଚିଲାପରେ ଲାଲ ବା ହଳଦିଆ ରଙ୍ଗ ହେଉଥିବା ଏବଂ ପରିବା ରୂପରେ ଖିଆଯାଉଥିବା ଗୋଟିଏ ଖଟା ମାଂସଳ ଫଳ
ଉଦାହରଣ : ସାଲାଢ଼ ତିଆରି କରିବାପାଇଁ ମା’ ବିଲାତି ବାଇଗଣ କାଟୁଛନ୍ତି
ସମକକ୍ଷ : ଟମାଟର୍, ଟମାଟୋ, ପାତାଳ ଘଣ୍ଟା, ବିଲାତି ବାଇଗଣ
एक खट्टा, पकने पर लाल या पीला, गूदेदार फल जो सब्जी के रूप में खाया जाता है।
Mildly acid red or yellow pulpy fruit eaten as a vegetable.
ସଂସ୍ଥାପନ କରନ୍ତୁ