ଅର୍ଥ : ଆକାଶରୁ ପକ୍ଷୀଙ୍କ ଅବତରଣର ବେଗ
ଉଦାହରଣ :
ପ୍ରତ୍ୟେକ ପକ୍ଷୀଙ୍କର ଅବତରଣ ଅଲଗା ଅଲଗା
ଅର୍ଥ : ଉପରୁ ତଳଆଡକୁ ଆଣିବା କ୍ରିୟା
ଉଦାହରଣ :
କୁହୁଡି କାରଣରୁ ଉଡାଯାହାଜ ଅବତରଣରେ ସମସ୍ୟା ହୋଇଛି
ସମକକ୍ଷ : ଉଲ୍ଲାଇବା, ଲ୍ୟାଣ୍ଡିଙ୍ଗ
ଅର୍ଥ : କୌଣସି ସ୍ଥାନରେ ବାୟୁଯାନ ଅବତରଣ କରିବାର ପ୍ରକ୍ରିୟା
ଉଦାହରଣ :
ଉଡ଼ାଜାହାଜଟି ଅବତରଣ କରିବାପାଇଁ ଚକ୍କର ମାରୁଛି
ଅର୍ଥ : ଓହ୍ଲେଇବାର ମାଧ୍ୟମ
ଉଦାହରଣ :
ଘାଟି, ସିଡ଼ିଆଦି ଅବତରଣ ଯୋଗ୍ୟ